ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପିର ଯୋଜନା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଅଷ୍ଟମ ବାର୍ଷିକୀ ପାଳନ ଅବସରରେ ଦେଶର ସଂଖ୍ୟାଲଘୁ ଏବଂ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ମେ ୩୦ରୁ ସମାଜର ସବୁ ବର୍ଗଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ କରିବ। ପ୍ରସ୍ତାବିତ ଅଭିଯାନ ତମାମ ଦେଶରେ ଦୀର୍ଘ ୧୫ ଦିନ ଧରି ଚାଲିବ। ଦଳୀୟ ସାଂସଦ ଏବଂ ବିଧାୟକଙ୍କ ସମେତ … Continue reading ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ ପାଇଁ ବିଜେପିର ଯୋଜନା